ପୂଜା ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ସରକାର ଭେଟି ,  ମହଙ୍ଗା ଭତ୍ତା ୪ % ବୃଦ୍ଧି

67

Get real time updates directly on you device, subscribe now.

ନୂଆଦିଲ୍ଲୀ(ଏଜେନ୍ସି) : ପୂଜା ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ସରକାର ଭେଟି ଦେଇଛନ୍ତି। କ୍ୟାବିନେଟ୍‌‌ରେ ବୁଧବାର କେନ୍ଦ୍ର ସରକାର ସରକାରୀ କର୍ମଚାରୀ ଓ ପେନସନ୍‌‌ଭୋଗୀଙ୍କ ମହଙ୍ଗା ଭତ୍ତା (ଡିଏ)ରେ ବୃଦ୍ଧି ପାଇଁ ଅନୁମୋଦନ କରିଛନ୍ତି। ମହଙ୍ଗା ଭତ୍ତାକୁ ୪୨%ରୁ ୪୬% ବୃଦ୍ଧି ହୋଇଛି। ମହାଙ୍ଗା ଭତ୍ତା ୪ % ବୃଦ୍ଧି ପାଇଁ ଅନୁମୋଦନ ମିଳିଛି। ଏହି ନିଷ୍ପତ୍ତି ଦ୍ୱାରା ୧ କୋଟିରୁ ଅଧିକ ସରକାରୀ କର୍ମଚାରୀ ଓ ପେନ୍‌‌ସନ୍‌‌ ଭୋଗୀ ଉପକୃତ ହେବେ। ଏହା ଜୁଲାଇ ୧, ୨୦୨୩ ରୁ କାର୍ଯ୍ୟକାରୀ ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More