ପିଜା ଡେଲିଭରି ବୟ କରୋନା ପଜିଟିଭ, କ୍ୱାରେଣ୍ଟାଇନରେ ୭୨ ପରିବାର

18

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଦିଲ୍ଲୀରେ କରୋନା ଭୂତାଣୁର ପ୍ରକୋପ ବଢ଼ି ଚାଲିଥିବାବେଳେ ଗୁରୁବାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗରରେ ପିଜା ଡେଲିଭରି କରୁଥିବା ଜଣେ ଯୁବକଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପରେ ସମ୍ପୃକ୍ତ ଅଞ୍ଚଳରେ କରୋନା ବ୍ୟାପିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଫଳରେ ଯୁବକ ଜଣକ ଯେଉଁ ଲୋକମାନଙ୍କ ଘରେ ପିଜା ଡେଲିଭରି କରିଛନ୍ତି ସେମାନଙ୍କୁ ଏବେ କ୍ବାରେଣ୍ଟାଇନରେ ରଖିବାକୁ କୁହାଯାଇଛି। ମାଲବୀୟ ନଗରର ପ୍ରାୟ ୭୨ ପରିବାର କ୍ବାରେଣ୍ଟାଇନରେ ରଖାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More