ଇସଲାମାବାଦ୍ ( ଏଜେନ୍ସି ) : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଏମଏଲ-ଏନ୍ ନେତା ସାହିଦ ଖକାନ ଆୱାସି କରୋନାରେ ସଂକ୍ରମିତ ହୋଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଆୱାସିଙ୍କର କରୋନା ଲକ୍ଷଣ ଦେଖାଯିବା ପରେ ସେ ଗତକାଲି କରୋନା ଟେଷ୍ଟ କରିଥିଲେ। ସୋମବାର ରିପୋର୍ଟ ଆସିବା ପରେ ସେ କରୋନା ପଜିଟିଭ ଥିବା ଜଣାପଡ଼ିଛି।