ପଶ୍ଚିମବଙ୍ଗରେ ଭୂ-କମ୍ପ ଝଟକା,ଜୀବନହାନୀ ନେଇ କୌଣସି ସୂଚନା ମିଳିନାହିଁ

25

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ପଶ୍ଚିମବଙ୍ଗର ଦୁର୍ଗାପୁରରେ ବୁଧବାର ସକାଳେ ଭୂ-କମ୍ପର ଝଟକା ଅନୁଭବ ହୋଇଛି। ପ୍ରାୟ ସକାଳ ୭ଟା ୫୪ ମିନିଟରେ ଭୂ-କମ୍ପ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୧ ରେକର୍ଡ଼ କରାଯାଇଛି। ମାତ୍ର ଏଯାବତ ଜୀବନହାନୀ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More