ପଶ୍ଚିମବଙ୍ଗରେ ଜୁନ୍ ୧ରୁ ଖୋଲିବ ସମସ୍ତ ଧାର୍ମିକ ପ୍ରତିଷ୍ଠାନ

12

Get real time updates directly on you device, subscribe now.

କୋଲକାତା ( ଏଜେନ୍ସି ) : ମାର୍ଚ୍ଚ ୨୩ ତାରିଖରୁ ଆରମ୍ଭ ହୋଇଥିବା ୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନ ଆସନ୍ତା ମେ ୩୧ରେ ଶେଷ ହେବ। ଏହାପରେ ପୁଣି ଲକ୍ ଡ଼ାଉନ ଆରମ୍ଭ ହେବ କି ନାହିଁ ତାହା ନେଇ ଚାଲିଛି ବିଚାରବିମର୍ଷ । ଏହି ସମୟରେ ଜୁନ ପହିଲାରୁ ପଶ୍ଚିମବଙ୍ଗରେ ସମସ୍ତ ଧାର୍ମିକ ପ୍ରତିଷ୍ଠାନ ତଥା ପୂଜାପାଠ, ମନ୍ଦିର, ମସଜିଦ, ଗୁରୁଦ୍ୱାର ଖୋଲିବାକୁ ନେଇ ସୂଚନା ମିଳିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More