ପରଲୋକରେ ସନ୍ଥ ସ୍ଵାମୀ ଅଗ୍ନିବେଶ

27

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଆର୍ଯ୍ୟ ସମାଜର ଜଣାଶୁଣା ସନ୍ଥ ସ୍ଵାମୀ ଅଗ୍ନିବେଶଙ୍କର ଆଜି ନୂଆଦିଲ୍ଲୀର ଏକ ଡ଼ାକ୍ତରଖାନାରେ ପରଲୋକ ଘଟିଛି । ତାଙ୍କ ସ୍ଵାସ୍ଥ୍ୟ ଖରାପ ହେବା ଯୋଗୁଁ ତାଙ୍କୁ ନୂଆଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଏର୍ଡ ବେଲେରି ସାଇନ୍ସେସ (ଆଇଏଲବିଏସ୍)ରେ ଭର୍ତି କରାଯାଇଥିଲା । ସେ ଦୀର୍ଘ ଦିନହେବ ଲିଭର ସିରୋସିସରେ ପୀଡ଼ିତ ଥିଲେ । ତାଙ୍କର ପରଲୋକ ଘଟିଥିବା ଡ଼ାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More