ପରଲୋକରେ କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶ୍ଵାନ

15

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ,ଲୋକ ଜନ ଶକ୍ତି ପାର୍ଟିର ପ୍ରତିଷ୍ଠାତା ତଥା ଦେଶର ଜଣେ ଆଗଧାଡିର ଦଳିତ ରାଜନେତା ରାମବିଳାଶ ପାଶ୍ବାନଙ୍କର ଗୁରୁବାର ପରଲୋକ ଘଟିଛି। ରାମବିଳାଶ ପାଶ୍ବାନଙ୍କ ପରଲୋକ ନେଇ ପୁତ୍ର ଚିରାଗ ପାଶ୍ବାନ ଟ୍ବିଟ କରି ସୂଚନା ଦେଇଛନ୍ତି । ମୃତ୍ୟ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ୧୯୪୬ ମସିହା ଜୁଲାଇ ୫ ତାରିଖରେ ବିହାରର ଖଗରିଆ ଜିଲ୍ଲା ଶାହାରବନ୍ନିରେ ଏକ ଦଳିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ।​‌

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More