ପରପାରିରେ ଉତ୍ତରପ୍ରଦେଶ ପୂର୍ବ ସ୍ଵାସ୍ଥ୍ୟମନ୍ତ୍ରୀ ଗୁହା ରାମ

11

Get real time updates directly on you device, subscribe now.

ଲକ୍ଷ୍ନୌ ( ଏଜେନ୍ସି ) : ଉତ୍ତରପ୍ରଦେଶର ପୂର୍ବ ସ୍ଵାସ୍ଥ୍ୟ ମନ୍ତ୍ରୀ ତଥା ସମାଜବାଦୀ ଦଳର ନେତା ଗୁହା ରାମ ଗୁରୁବାର କରୋନାରେ ମୃତ୍ୟୁବରଣ କରୁଥିଲେ । ସେ ଗତ କିଛିଦିନ ହେଲା ସ୍ଥାନୀୟ କିଙ୍ଗ ଜର୍ଜ ମେଡ଼ିକାଲ କଲେଜ ଓ ହସପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ପରିବାର ଗୁହାରାମଙ୍କ ମୃତ୍ୟୁ ଖବରକୁ ସ୍ବୀକାର କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More