ନେପାଳରେ ଭୂମିକମ୍ପ: ୬ ମୃତ, ୫ ଆହତ

18

Get real time updates directly on you device, subscribe now.

ନେପାଲ(ଏଜେନ୍ସି) : _ ନେପାଳରେ ଘଟିଥିବା ୬.୩ ସାନ୍ଦ୍ରତା ବିଶିଷ୍ଟ ଭୂମିକମ୍ପରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସେଠାକାର ପ୍ରଧାନମନ୍ତ୍ରୀ ଶେର୍‌‌ ବାହାଦୂର ଦେଓବା ଗଭୀର ସମବେଦନା ଜଣାଇଛନ୍ତି। ସେ ଟ୍ୱିଟ୍‌‌ କରି କହିଛନ୍ତି ଏହି ଭୂମିକଂପ ରେ ଆହତ ଲୋକମାନଙ୍କର ତୁରନ୍ତ ଚିକିତ୍ସା ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ମୁତାବକ ଏହି ଭୂମିକଂପରେ ନେପାଳର ଦୋତି ଜିଲ୍ଲାର ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଦୁଇ ଜଣ ନିଖୋଜ ଥିବା ଜଣାପଡିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More