ନିର୍ମାଣଧୀନ କୋଠା ଭୁଷୁଡ଼ି ୨ ମୃତ

70

Get real time updates directly on you device, subscribe now.

ପଞ୍ଜାବ ( ଏଜେନ୍ସି ) : ପଞ୍ଜାବର ମୋହାଲି ଜିଲାର ଡ଼େରାବାସୀ ଅଞ୍ଚଳରେ ଏକ ନିର୍ମାଣଧୀନ କୋଠା ଭୁଷୁଡ଼ି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକେ ଏହାତଳେ ଦବିକି ରହିଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୁଲିସ, ଏନଡ଼ିଆରଏଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଘଟଣାସ୍ଥଳରେ ଆବଶ୍ୟକ ପରିମାଣରେ ଆମ୍ବୁଲାନ୍ସ ଉପସ୍ଥିତ ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More