ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ୨ ଯବାନ ସହିଦ 

17

Get real time updates directly on you device, subscribe now.

ଛତିଶଗଡ (ଏଜେନ୍ସି) : ଛତିଶଗଡ ସୁକମା ଜିଲା ଜଗରଗୁଣ୍ଡା ଥାନା ଅଞ୍ଚଳରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ୨ ଯବାନ ସହିଦ ହୋଇଛନ୍ତି ।  ସିଆରପିଏଫ୍ କୋବ୍ରା ୨୦୧ ବାଟାଲିଅନର ୨ ଯବାନ ସହିଦ ହେବା ଖବରର ସୂଚନା ଦେଇଛନ୍ତି ସୁକମା ଏସପି କିରଣ ଚୌହ୍ବାନ । ନକ୍ସଲମାନେ ଯବାନଙ୍କ ଟ୍ରକ୍ ଉପରକୁ ବିସ୍ଫୋରଣ କରିଥିଲେ । ଏଥିରେ ୨  ଯବାନ ସହିଦ ହୋଇଛନ୍ତି । ଯବାନଙ୍କ ପାର୍ଥିବ ଶରୀର ଘଟଣାସ୍ଥଳରୁ କଢା ଯାଉଛି । ଅନ୍ୟପଟେ ଘଟଣାସ୍ଥଳକୁ ଅତିରିକ୍ତ ସୁରକ୍ଷାବଳ ପଠାଯିବା ସହ ତଲାସି ଅଭିଯାନ ଜାରି ରହିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More