ନୂଆଦିଲ୍ଲୀ : ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଦେଶର ପ୍ରଥମ ଭ୍ରାମ୍ୟମାଣ କରୋନା ସଂକ୍ରମଣ ନିଦାନ ପରୀକ୍ଷାଗାରର ଶୁଭାରମ୍ଭ କରିଛନ୍ତି । ଏହା ଦେଶର ଅଗମ୍ୟ ଅଞ୍ଚଳରେ ମୁତୟନ ହୋଇ ଦିନକୁ ୨୫ଟି କୋଭିଡ-୧୯ ଆରଟି-ପିସିଆର, ୩୦୦ ଏଲିସା, ରାଜଯକ୍ଷ୍ମା ଓ ଏଚଆଇଭି ପରୀକ୍ଷା କରିବ।
Get real time updates directly on you device, subscribe now.

Prev Post
Next Post
Recover your password.
A password will be e-mailed to you.