ଦେଶରେ ୨୪ ଘଣ୍ଟାରେ ୩୮,୯୦୨ ସଂକ୍ରମିତ ଚିହ୍ନଟ,ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭୭ ହଜାର ୬୧୮କୁ ବୃଦ୍ଧି

40

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି। ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ଦେଶରେ ଅନିୟନ୍ତ୍ରିତ ହେଉଛି କରୋନା। ଏହାରି ମଧ୍ୟରେ ଦେଶରେ ପ୍ରତିଦିନ କରୋନା ସଂକ୍ରମିତଙ୍କ ରେକର୍ଡ ଅନୁପାତରେ ବଢିବାରେ ଲାଗିଛି। ରବିବାର ସବୁ ରେକର୍ଡ ଭାଙ୍ଗି ଦେଶରେ ରେକର୍ଡ ସଂଖ୍ୟକ ପୁଣି ୩୮ ହଜାର ୯୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୭୭ ହଜାର ୬୧୮ରେ ପହଞ୍ଚିଛି। ଅନ୍ୟପଟେ ରବିବାର ଆଉ ୫୪୩ ସଂକ୍ରମିତଙ୍କ ମୃତ୍ୟୁ ସହିତ ମୋଟ କରୋନା ମୃତ୍ୟୁସଂଖ୍ୟା ୨୬,୮୧୬ ରେ ପହଞ୍ଚିଛି। 

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More