ଦେଶରେ ସୁସ୍ଥ ହେଲେଣି ୪୮.୦୭% କରୋନା ସଂକ୍ରମିତ

13

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୨ ଲକ୍ଷ ହେଲାଣି । ବିଶ୍ଵ ତାଲିକାରେ ସଂକ୍ରମଣ ମାମଲାରେ ଭାରତ ୭ମ ସ୍ଥାନରେ ରହିଛି । ସକ୍ରିୟ ସଂକ୍ରମିତଙ୍କ ତାଲିକାରେ ସାରା ପୃଥିବୀରେ ଭାରତ ୪ର୍ଥ । ଏହା ସତ୍ବେ ଏହା ଆଦୌ ଚିନ୍ତାର କାରଣ ନୁହେଁ ବୋଲି କହିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ଏପରି ବିଶ୍ଲେଷଣ ଠିକ୍ ନୁହେଁ ଓ ଦେଶରେ ମୃତ୍ୟୁହାର ପୃଥିବୀରେ ସବୁଠୁ କମ୍ ଓ ସୁସ୍ଥ ହାର ୪୮.୦୭ରେ ପହଞ୍ଚିଛି ବୋଲି କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More