ଦେଶରେ କୋଭିଡ-୧୯ ଆରୋଗ୍ୟ ହାର ୬୮.୭୮%କୁ ବୃଦ୍ଧି

15

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) :  ଦେଶରେ କୋଭିଡ-୧୯ ଆରୋଗ୍ୟ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇ ୧୪ ଲକ୍ଷ ୮୦ହଜାର ୮୮୪ରେ ପହଞ୍ଚିଛି। ଗତ ୨୪ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୫୩ହଜାର ୮୭୯ଜଣ ସୁସ୍ଥ ହେବା ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟ କୋଭିଡ-୧୯ଙ୍କ ସଂଖ୍ୟାଠାରୁ ଦୁଇଗୁଣରୁ ଅଧିକ ହୋଇଛି। ଫଳରେ ପରେ ଆରୋଗ୍ୟ ହାର ୬୮.୭୮ ପ୍ରତିଶତକୁ ବୃଦ୍ଧିପାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More