ନୂଆଦିଲ୍ଲୀ ( ଏଜେନ୍ସି ) : ଦେଶରେ କୋଭିଡ୍ ଆରୋଗ୍ୟ ହାର ଗୁରୁବାର ୭୪ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶର ପ୍ରାୟ ୨୧ଲକ୍ଷ ଲୋକ କୋଭିଡ୍-୧୯ ସଂକ୍ରମଣରୁ ମୁକ୍ତ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୫୯ ହଜାର ସଂକ୍ରମିତ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ଦେଶରେ ଆରୋଗ୍ୟ ସଂଖ୍ୟା ୨୦ଲକ୍ଷ ୯୬ ହଜାର ୬୬୪ରେ ପହଞ୍ଚିଛି।