ନୂଆଦିଲ୍ଲୀ ( ଏଜେନ୍ସି ) : ଦେଶରେ କରୋନା ସଂକ୍ରମଣ ଆରମ୍ଭ ହେବା ଦିନଠାରୁ ଏଯାବତ ମୋଟ୍ ୩ଲକ୍ଷ ୨୧ହଜାର ୭୨୩ଜଣ କୋଭିଡ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି ବୋଲି ସରକାରୀ ଭାବେ କୁହାଯାଇଛି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨ହଜାର ୧୦ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟଲାଭ କରିବା ସହ ଦେଶରେ କୋଭିଡ-୧୯ ଆରୋଗ୍ୟ ହାର ଶତକଡା ୫୮.୬୭% ରହିଛି ।