ଦେଶରେ କାରୋନା ଆରୋଗ୍ୟଙ୍କ ସଂଖ୍ୟା ୧୩ ଲକ୍ଷ ୫୦ ହଜାର ଟପିଲା : ମୃତ୍ୟୁ ସଂଖ୍ୟା ୪୧ହଜାର ୫୮୫

30

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଦେଶରେ କୋଭିଡ୍‍-୧୯ ଆରୋଗ୍ୟଙ୍କ ସଂଖ୍ୟା ୧୩ ଲକ୍ଷ ୫୦ ହଜାର ଅତିକ୍ରମ କରିଛି। ଏପର୍ଯ୍ୟନ୍ତ ମୋଟ୍‍ ୧୩ ଲକ୍ଷ ୭୮ ହଜାର ୧୦୫ ଜଣ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଥିବା ଜଣାପଡ଼ିଛି। ଗତ ୨୪ ଘଣ୍ଟା ଭିତରେ ଆଉ ୪୯ ହଜାର ୭୬୯ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିବା ଫଳରେ ଆରୋଗ୍ୟ ହାର  ୬୭.୯୮%କୁ ବୃଦ୍ଧି ପାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More