16

Get real time updates directly on you device, subscribe now.

ନିଆଦିଲ୍ଲୀ ( ଏଜେନ୍ସି ) : ସମଗ୍ର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୨୨୯ଟି ନୂଆ କେସ୍ ସାମ୍ନାକୁ ଆସିଛି ଏବଂ ୩୪ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ସାରା ଦେଶରେ କରୋନା ପଜିଟିଭ ସଂଖ୍ୟା ୨୧,୭୦୦ ସଂଖ୍ୟାକୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୬,୬୮୯ ଜଣ ସକ୍ରିୟ ଅଛନ୍ତି, ୪୩୨୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ୬୮୬ରେ ପହଞ୍ଚିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More