ଦେଶରେ କରୋନା ତାଣ୍ଡବ : ୨୪ ଘଣ୍ଟାରେ ୯୪୧ ନୂଆ ସଂକ୍ରମିତ

14

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଦେଶରେ କରୋନାର ଗତି କମୁନାହିଁ । ଗତ ୨୪ ଘଣ୍ଟାରେ ୯୪୧ ନୂତନ ସଂକ୍ରମିତଙ୍କୁ ଠାବ କରାଯାଇଛି । କେବଳ ସେତିକି ନୁହେଁ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ଅତିକ୍ରମ କରିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ଦେଇଛନ୍ତି ଏହି ତଥ୍ୟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More