ନୂଆଦିଲ୍ଲୀ ( ଏଜେନ୍ସି ) : ଦେଶରେ କୋଭିଡ୍-୧୯ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୭,୮୨,୬୦୭ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୨୯,୫୫୭ ଜଣ ଆରୋଗ୍ୟ ଲାଭ କରିବା ଦେଶରେ କୋଭିଡ୍-୧୯ ଆରୋଗ୍ୟ ହାର ୬୩. ୧୮%କୁ ବୃଦ୍ଧି ପାଇଛି।
Get real time updates directly on you device, subscribe now.

Recover your password.
A password will be e-mailed to you.