ଦେଶରେ ଅଡ଼ି କ୍ୟୁ-୨ ବୁକିଂ ଆରମ୍ଭ

13

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଜର୍ମାନ ଅଟୋ ନିର୍ମାତା ଅଡି ଇଣ୍ଡିଆ ଭାରତରେ ଏହାର କମ୍ପାକ୍ଟ ଏସୟୁଭି ଅଡି କ୍ୟୁ-୨ ବୁକିଂ କରିବା ଆରମ୍ଭ କରିଛି |  ଅଡି ଇଣ୍ଡିଆ ଡିଲରସିପ୍ କିମ୍ବା ଅଫିସିଆଲ୍ ୱେବସାଇଟରୁ ଏହାର ବୁକିଂ କରାଯାଇପାରିବ ଏବଂ  କାରର ବୁକିଂ ପରିମାଣ ୨ ଲକ୍ଷ ଟଙ୍କା ସ୍ଥିର କରାଯାଇଛି।  ଅକ୍ଟୋବର ଶେଷ କିମ୍ବା ନଭେମ୍ବର ଆରମ୍ଭରେ ଏହି କାର ଲଞ୍ଚ ହେବ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More