ଦୁବାଇ ଓ ଇଂଲଣ୍ଡରୁ ଭାରତକୁ ଆସିଛି କାରୋନା ଭୂତାଣୁ: ଆଇଆଇଟି ଗବେଷକଙ୍କ ରିପୋର୍ଟ

13

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : କାରୋନା ଭୂତାଣୁ ସାରା ଦେଶରେ କାୟା ବିସ୍ତାର କରିବାରେ ଲାଗିଛି । ଯଦିଓ କରୋନା ଭୂତାଣୁ ଚୀନରୁ ଉଦ୍ଭବ ହୋଇଛି, କିନ୍ତୁ ଚୀନରୁ ଭାରତକୁ ସିଧାସଳଖ କରୋନା ଭୂତାଣୁ ଆସିନାହିଁ । ମଧ୍ୟପ୍ରାଚ୍ୟ ଦେଶ ଓ ୟୁରୋପୀୟ ଦେଶ ଦେଇ ଏହା ଭାରତକୁ ଆସିଛି । ବିଶେଷ ଭାବରେ ଦୁବାଇ ଓ ବ୍ରିଟେନରୁ ଏହି ଭୂତାଣୁ ଭାରତକୁ ଆସିଛି । ଆଇଆଇଟିର ଏକ ରିପୋର୍ଟରେ ଏହା ପ୍ରଦର୍ଶିତ ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More