ଦୀଘାରେ ପ୍ରଳୟ ରଚିଲା ସାମୁଦ୍ରିକ ଝଡ ଅମ୍ପନ

14

Get real time updates directly on you device, subscribe now.

ଭୁବନେଶ୍ଵର ( ଏଜେନ୍ସି ) : ବାତ୍ୟା ଅମ୍ପନର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି । ଦୀଘା ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବେଗରେ ପବନ ଓ ମୂଷଳ ଧାରାରେ ବର୍ଷା ଜାରି ରହିଛି । ଏହାର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଦିନ ୨.୩୦ ମିନିଟରୁ ଆରମ୍ଭ ହୋଇଯାଇଛି ଏବଂ ପ୍ରାୟ ୪ ଘଣ୍ଟା ଧରି ଚାଲିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ଘଣ୍ଟାପ୍ରତି ୧୫୫ରୁ ୧୬୫ ଏବଂ ସ୍ଥଳବିଶେଷରେ ୧୮୫କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ସ୍ଥଳଭାଗ ଛୁଇଁବା ପରେ ଏହା ଉତ୍ତରଉତ୍ତରପୂର୍ବ ଦିଗକୁ ଗତି କରିବ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More