ଦିଲ୍ଲୀର ପ୍ଲାଷ୍ଟିକ କାରଖାନାରେ ଅଗ୍ନିକାଣ୍ଡ

15

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଦିଲ୍ଲୀର ଶାହଜାଦା ବାଗ ଅଞ୍ଚଳସ୍ଥିତ ଏକ ବହୁ ମହଲା ବିଶିଷ୍ଟ ପ୍ଲାଷ୍ଟିକ କାରଖାନାରେ ଆଜି ଅଗ୍ନିକାଣ୍ଡ ଘଟି ଲକ୍ଷ୍ୟାଧିକ ତାଙ୍କର ସମ୍ପତି ଭସ୍ମୀଭୂତ ହୋଇଯାଇଛି । ସୂଚନାନୁଯାୟୀ, ଖବର ପାଇ ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ନିଆଁ ଲାଗିବାର କାରଣ ମଧ୍ୟ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More