ନୂଆଦିଲ୍ଲୀ (ଏଜେନ୍ସି ) : ; ଦିଲ୍ଲୀରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ତୁଣ୍ଡି ପିନ୍ଧିବା ସହ କରୋନା ନିୟମ ପାଳନ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ବର୍ତ୍ତମାନ ଠାରୁ ମାସ୍କ ନପିନ୍ଧିବା ଦ୍ୱାରା ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ବୈଠକରେ ବୁଧବାର ଏହି ନିଷ୍ପତ୍ତି ନିଆଯାଇଛି। ଏହାସହ ବିଦ୍ୟାଳୟ ଏବେ ଖୋଲାରହିବ।
Get real time updates directly on you device, subscribe now.