ଥାନା ପରିସରରେ ସ୍ଥାପନ ହେଲେ ‘କରୋନା ମହାଦେବ’

13

Get real time updates directly on you device, subscribe now.

ମଧ୍ୟପ୍ରଦେଶ ( ଏଜେନ୍ସି ): ଶିବଙ୍କର ତ ସହସ୍ର ନାମ । କିଏ କେଉଁ ନାଁରେ ଆରାଧନା କରେ ତାହା କହିବା ଅସମ୍ଭବ । ହେଲେ ମଧ୍ୟପ୍ରଦେଶର ଏକ ଥାନା ପରିସରରେ ମହାଦେବ ମନ୍ଦିରର ନାମ ରଖାଯାଇଛି କରୋନା ମହାଦେବ । ଜଣେ ପୁଲିସ ଅଧିକାରୀ ଏହାକୁ ସ୍ଥାପନ କରିଛନ୍ତି । ଆଉ କରୋନା ମହାଦେବଙ୍କ କୃପାରୁ ଏହି ଅଞ୍ଚଳରେ ଜଣେ ବି ବ୍ୟକ୍ତି ସଂକ୍ରମିତ ହୋଇ ନାହାନ୍ତି ବୋଳି ସଂପୃକ୍ତ ପୁଲିସ ଅଧିକାରୀ ଦାବି କରିଛନ୍ତି । ଏହି ଅଧିକାରୀଙ୍କ ନାମ ଆର୍.ଡ଼ି.ଶର୍ମା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More