ତିରୁପତି ବାଲାଜୀ ମନ୍ଦିରରେ ୧୪ ପୂଜାରୀଙ୍କ ସମେତ ୧୪୦ କର୍ମଚାରୀ କରୋନା ସଂକ୍ରମିତ

15

Get real time updates directly on you device, subscribe now.

ଆନ୍ଧ୍ରପ୍ରଦେଶ ( ଏଜେନ୍ସି ) : ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରରେ ପଶିଛି କରୋନା । ସଂକ୍ରମଣ ରୋକିବାର ସମସ୍ତ ବନ୍ଦୋବସ୍ତ ସତ୍ତ୍ବେ ମନ୍ଦିର କର୍ମଚାରୀଙ୍କ ମଧ୍ୟରେ କରୋନା ସଂକ୍ରମଣ ବଢ଼ିଛି । ବର୍ତମାନ ସୁଦ୍ଧା ତିରୁପତି ବାଲାଜୀ ଟ୍ରଷ୍ଟର ୧୪୦ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୪ ଜଣ ପୂଜାରୀ ଅନ୍ତର୍ଭୁକ୍ତ । ମାମଲା ବଢ଼ିବା ପରେ କିଛିଦିନ ମନ୍ଦିର ବନ୍ଦ କରିବା ନିମନ୍ତେ କର୍ମଚାରୀ ସଂଗଠନ ଓ ରାଜନୈତିକ ଦଳ ଚାପ ପ୍ରୟୋଗ କରିିବା ଆରମ୍ଭ କରିଛନ୍ତି । ମାତ୍ର ଟ୍ରଷ୍ଟ ଏବେ ମନ୍ଦିର ବନ୍ଦ କରିବା ସପକ୍ଷରେ ନାହିଁ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More