ଟିକଟକକୁ ଟାକର ଦେବ ଭାରତୀୟ ଆପ୍ “ମିଟ୍ରନ୍”

41

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଚୀନର ମୋବାଇଲ ଏଣ୍ଟରଟେନମେଣ୍ଟ ଆପ୍ ଟିକଟକ୍ ଭାରତରେ ବେସ୍ ଲୋକପ୍ରିୟ ହୋଇସାରିଛି। ଏପରିକି ବିଶ୍ଵର ଅନ୍ୟ ଦେଶ ତୁଳନାରେ ଭାରତରେ ଏହି ଆପ୍ ଅଧିକ ଲୋକପ୍ରିୟ ହୋଇସାରିଛି। ଭାରତରେ ଟିକଟକର ଲୋକପ୍ରିୟତା ଏତେ ମାତ୍ରରେ ରହିଛି ଯେ ଅନେକ ଅଭିଭାବକ ତାଙ୍କ ପିଲାମାନଙ୍କୁ ଟିକଟକ୍ ଆପ୍ ବ୍ୟବହାର କରିବାକୁ ମନା କରିବାରୁ ସେମାନେ ଆତ୍ମହତ୍ୟା କରିଥିବା ଦେଖାଯାଇଛି। କିନ୍ତୁ ବର୍ତ୍ତମାନ ଭାରତରେ ଟିକଟକ ବିରୋଧରେ ସ୍ୱର ଉତ୍ତୋଳନ କରାଯାଉଛି। ଗୁଗୁଲ୍ ପ୍ଲେ-ଷ୍ଟୋର୍‌ରେ ଟିକଟକର ରେଟିଙ୍ଗ ୪.୫ ରୁ ୧.୬ କୁ ଖସି ଆସିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More