ଜୁଲାଇ ୩୧ ପର୍ଯ୍ୟନ୍ତ ସମସ୍ତ ଆନ୍ତର୍ଜାତିକ ବିମାନ ଚଳାଚଳ ବନ୍ଦ

15

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଜୁଲାିଇ ୩୧ ପର୍ଯ୍ୟନ୍ତ ସମସ୍ତ ଆନ୍ତର୍ଜାତିକ ବାଣିଜ୍ୟିକ ବିମାନ ଚଳାଚଳକୁ ରଦ୍ଦ କରିଛି ଡ଼ିଜିସିଏ । ଏ ସମ୍ପର୍କରେ ଡ଼ିଜିସିଏ ପକ୍ଷରୁ ଏକ ନୂତନ ଅଧିସୂଚନା ଜାରି କରାଯାଇଛି । ଏହି ଅଧିସୂଚନା ଅନୁସାରେ ୩୧ ଜୁଲାଇ ପର୍ଯ୍ୟନ୍ତ ସମସ୍ତ ନିର୍ଧାରିତ ବିମାନ ଚଳଚଳକୁ ରଦ୍ଦ କରାଯାଇଛି । ଦେଶରେ କ୍ରମାଗତ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More