ଜୁନ ୧ରେ କେରଳ ଛୁଇଁବ ମୌସୁମୀ !

42

Get real time updates directly on you device, subscribe now.

ପୁଣେ ( ଏଜେନ୍ସି ) : ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ ପହିଲାରେ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଦକ୍ଷିଣ ପୂର୍ବ ଏବଂ ପୂର୍ବ-କେନ୍ଦ୍ରୀୟ ଆରବସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଯୋଗୁ ମଇ ୩୧ରୁ ଜୁନ ୪ ତାରିଖ ମଧ୍ୟରେ ମୌସୁମୀ ଅଧିକ କ୍ରିୟାଶୀଳ ହେବ ବୋଲି କୁହାଯାଇଛି। ଯେଉଁଥିପାଇଁ କେରଳରେ ଜୁନ ୧ ତାରିଖରେ ମୌସୁମୀ ପହଞ୍ଚିବ। ସାମୁଦ୍ରିକ ଝଡ ଅମ୍ପନ ଯୋଗୁ ମୌସୁମୀ ପ୍ରବାହରେ ସାମାନ୍ୟ ବାଧା ସୃଷ୍ଟି ହୋଇଥିଲା ବୋଲି ପାଣିପାଗ ସୂତ୍ରରୁ ଜଣାପଡିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More