ଜାନୁଆରୀ ୧୩ରୁ ଦେଶରେ ଆରମ୍ଭ ହୋଇପାରେ କରୋନା ଭାଇରସ ଟୀକାକରଣ କାର୍ଯ୍ୟକ୍ରମ

35

Get real time updates directly on you device, subscribe now.

ନୂଆ ଦିଲ୍ଲୀ ( ଏଜେନ୍ସି ) : ଦେଶରେ ଦୁଇଟି ଟିକାକୁ ଅନୁମୋଦନ ଏବଂ ସାରା ଦେଶରେ ଏଥିପାଇଁ ଡ୍ରାଏ ରନ ସଫଳତାର ସହ ଶେଷ ହୋଇଥିବାରୁ ଆସନ୍ତା ୧୩ରୁ ଟୀକାକରଣ ଆରମ୍ଭ ହେବାର ସମ୍ଭାବନା ରହିଛି। ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହଛନ୍ତି ଯେ ଜାନୁଆରୀ ୧୩ରେ ଟୀକାକରଣ ପ୍ରକ୍ରିୟା ଦେଶବ୍ୟାପୀ ଆରମ୍ଭ କରାଯାଇପାରେ। ସେ କହିଛନ୍ତି, ସମ୍ପୂର୍ଣ୍ଣ ଭାବେ ବୈଦୁତିକ ପ୍ରଣାଳୀରେ ଟୀକାକରଣ ପ୍ରକ୍ରିୟା ନିୟନ୍ତ୍ରଣ କରାଯିବ। ହିତାଧିକାରୀମାନଙ୍କୁ ଟୀକା ନେବା ତାରିଖ, ସମୟ, ସ୍ଥାନ ଓ ପରବର୍ତ୍ତୀ ଟୀକା ନେବାର ସମୟ ଜଣାଇ ଦିଆଯିବ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More