ଜମ୍ମୁ କାଶ୍ମୀରର ଉପ-ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ବିଜେପିର ବରିଷ୍ଠ ନେତା ମନୋଜ ସିହ୍ନା

12

Get real time updates directly on you device, subscribe now.

ଜମ୍ମୁ କାଶ୍ମୀର ( ଏଜେନ୍ସି ) : ଜମ୍ମୁ କାଶ୍ମୀରର ଉପ-ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ମନୋଜ ସିହ୍ନା । ଜମ୍ମୁ କାଶ୍ମୀର ହାଇକୋର୍ଟର ପ୍ରଧାନ ବିଚାରପତି ଉପ-ରାଜ୍ୟପାଳ ମନୋଜ ସିହ୍ନାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More