ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିୟ, ଜଣେ ଆତଙ୍କବାଦୀ ନିହତ

23

Get real time updates directly on you device, subscribe now.

ଶ୍ରୀନଗର(ଏଜେନ୍ସି) :- ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିୟ ଘଟିଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ବର୍ତ୍ତମାନ ମଧ୍ୟ ଉକ୍ତ ସ୍ଥାନରେ ତଲାସି ଅଭିଯାନ ଜାରି ରଖିଛନ୍ତି । ଶୋପିଆନ୍‌ର କାପରେନ ଅଞ୍ଚଳରେ ଏହି ଗୁଳିବିନିମୟ ଜାରି ରହିଥିବା ବେଳେ ପୁଲିସ ଓ ସେନା ଦ୍ୱାରା ତଲାସି ଅଭିଯାନ ଜାରି ରହିଛି । 

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More