ଛତିଶଗଡ ବିଜାପୁର ବିଧାୟକ ବିକ୍ରମ ମଣ୍ଡାବିଙ୍କ ଗାଡି ଉପରେ ନକ୍ସଲ ହାମଲା

16

Get real time updates directly on you device, subscribe now.

ମାଲକାନଗିରି (ସଂଘର୍ଷ ମିଡିଆ) : – ଛତିଶଗଡ ବିଜାପୁର ବିଧାୟକ ବିକ୍ରମ ମଣ୍ଡାବିଙ୍କ ଗାଡି ଉପରେ ନକ୍ସଲ ହାମଲା । ବିଧାୟକଙ୍କ ସହ ଥିବା ଜିଲ୍ଲା ପଞ୍ଚାୟତ ସଦସ୍ୟ ପାର୍ବତୀ କାଶ୍ୟବଙ୍କ ଗାଡି ଉପରେ ନକ୍ସଲ ମାନେ ଗୁଳି ଚାଳନା କରିଛନ୍ତି । ଗାଙ୍ଗାଲୁର ହାଟରେ ଏକ ସଭା କରି ଫେରୁଥିଲେ ସମସ୍ତ କଂଗ୍ରେସ କର୍ମୀ । ପଦେଡା ଗାଁ ନିକଟସ୍ଥ ଜଙ୍ଗଲ ରାସ୍ତାରେ ହୋଇଛି ନକ୍ସଲ ହାମଲା । ଗାଡିରେ ଥିବା ସମସ୍ତ ଲୋକେ ସୁରକ୍ଷିତ ରହିଥିବା ଜଣାପଡିଛି । ଘଟଣା ସ୍ଥଳରେ ସୁରକ୍ଷା କର୍ମୀ ପହଞ୍ଚି ଆରମ୍ଭ କରିଛନ୍ତି ଜୋରଦାର ଅପରେସନ ।ମାଲକାନଗିରିଛତିଶଗଡ ବିଜାପୁର ବିଧାୟକ ବିକ୍ରମ ମଣ୍ଡାବିଙ୍କ ଗାଡି ଉପରେ ନକ୍ସଲ ହାମଲା ଛତିଶଗଡ ବିଜାପୁର ବିଧାୟକ ବିକ୍ରମ ମଣ୍ଡାବିଙ୍କ ଗାଡି ଉପରେ ନକ୍ସଲ ହାମଲା । ବିଧାୟକଙ୍କ ସହ ଥିବା ଜିଲ୍ଲା ପଞ୍ଚାୟତ ସଦସ୍ୟ ପାର୍ବତୀ କାଶ୍ୟବଙ୍କ ଗାଡି ଉପରେ ନକ୍ସଲ ମାନେ ଗୁଳି ଚାଳନା କରିଛନ୍ତି । ଗାଙ୍ଗାଲୁର ହାଟରେ ଏକ ସଭା କରି ଫେରୁଥିଲେ ସମସ୍ତ କଂଗ୍ରେସ କର୍ମୀ । ପଦେଡା ଗାଁ ନିକଟସ୍ଥ ଜଙ୍ଗଲ ରାସ୍ତାରେ ହୋଇଛି ନକ୍ସଲ ହାମଲା । ଗାଡିରେ ଥିବା ସମସ୍ତ ଲୋକେ ସୁରକ୍ଷିତ ରହିଥିବା ଜଣାପଡିଛି । ଘଟଣା ସ୍ଥଳରେ ସୁରକ୍ଷା କର୍ମୀ ପହଞ୍ଚି ଆରମ୍ଭ କରିଛନ୍ତି ଜୋରଦାର ଅପରେସନ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More