ଛତିଶଗଡରେ ବିଷାକ୍ତ ଗ୍ୟାସ୍ ଲିକ୍ : ୭ ଶ୍ରମିକ ଗୁରୁତର

13

Get real time updates directly on you device, subscribe now.

ରାୟପୁର ( ଏଜେନ୍ସି ) : ଛତିଶଗଡର ରାୟଗଡ ଜିଲ୍ଲାରେ ମଧ୍ୟ ଗ୍ୟାସ ଲିକ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏଠାରେ ବିଷାକ୍ତ ଗ୍ୟାସର ସଂସ୍ପର୍ଶରେ ଆସି ୭ ଜଣ ଶ୍ରମିକ ଅସୁସ୍ଥ ହୋଇପଡିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୭ ଜଣଙ୍କ ମଧ୍ୟରୁ ତିନିଜଣ ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ରାୟପୁରକୁ ପଠାଯାଇଛି। ଏନେଇ ରାୟଗଡ ପୁଲିସ ଅଧୀକ୍ଷକ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More