ଚାରି ବର୍ଷ ପରେ ଜେଲରୁ ମୁକୁଳିଲେ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଶିକଳା

33

Get real time updates directly on you device, subscribe now.

ତାମିଲନାଡ଼ୁ ( ଏଜେନ୍ସି ) : ଦୀର୍ଘ ୪ ବର୍ଷ ପରେ ଜେଲରୁ ମୁକଳିଛନ୍ତି ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଘନିଷ୍ଠ ବାନ୍ଧବୀ ଶଶିକଳା । ୨୦୧୭ରେ ଜୟଲଳିତାଙ୍କ ପାଳିତ ସନ୍ତାନ ସୁଧାକରନ୍, ବୋହୂ ଜେ. ଇଲାଭାରସୀଙ୍କ ସହ ମିଶି ଶଶିକଳା ୬୬ କୋଟି ଟଙ୍କା ଆତ୍ମସାତ ଅଭିଯୋଗରେ ତାଙ୍କୁ ୪ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଜେଲ ଅବଧି ​‌ଶେଷ ହେବା ପରେ ତାଙ୍କୁ ମୁକ୍ତ କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More