ଘରୋଇ ବସରେ ନିଆଁ ଲାଗି ୫ ଯାତ୍ରୀ ଜୀବନ୍ତ ଦଗ୍ଧ ; ୨୭ ଆହତ

51

Get real time updates directly on you device, subscribe now.

କର୍ଣ୍ଣାଟକ : କର୍ଣ୍ଣାଟକର ଚିତ୍ରଦୁର୍ଗରେ ଏକ ଘରୋଇ ବସରେ ନିଆଁ ଲାଗିଥିବା ଆଜି ଜଣାପଡ଼ିଛି। ଏଥିରେ ୫ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ହୋଇଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ଜିଲା ହସ୍ପିଟାଲରେ ଭର୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଜଣେ ମହିଳା ଥିବା ଅନ୍ୟ ଅନ୍ୟ ୨ ଜଣଙ୍କ ବିଷୟରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More