ଘରୋଇ ବଜାରରେ ଚମକୁଛି ରୁପା

17

Get real time updates directly on you device, subscribe now.

ମୁମ୍ବଇ ( ଏଜେନ୍ସି ) : ଘରୋଇ ବଜାରରେ ସୁନା ଦରରେ ବୃଦ୍ଧି ହେବା ସହିତ ଶେଷରେ ରୂପା ଦର ମଧ୍ୟ ବୃଦ୍ଧି ହେବା ଦେଖାଯାଇଛି। ଭାରତୀୟ ବଜାରରେ ସେପ୍ଟେମ୍ବର ୨୦୧୩ପରଠାରୁ ରୂପା ଦର ବୃଦ୍ଧି ସର୍ବାଧିକ ସ୍ତର ରେକର୍ଡ କରିଛି। ମୁମ୍ବଇର ଜାଭେରୀ ବଜାରରେ ବର୍ତ୍ତମାନ ରୂପା ମୂଲ୍ୟ ୫୨,୧୯୫ ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚିଛି, ଯାହା ପୂର୍ବ ମୂଲ୍ୟଠାରୁ ୮୪୦ ଟଙ୍କା ଅଧିକ। ଏପ୍ରିଲ୍ ୨୦୧୧ରେ, ଭାରତରେ ରୂପାର ମୂଲ୍ୟ କିଲୋଗ୍ରାମ ପିଛା ୭୫ହଜାର ଟଙ୍କାରେ ପହଞ୍ଚିଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More