ନୂଆଦିଲ୍ଲୀ ( ଏଜେନ୍ସି ) : ଖବରକାଗଜଗୁଡ଼ିକର ଇ-ପେପର କପିକୁ ଡାଉନଲୋଡ୍ କରି ପିଡିଏଫ ଫାଇଲ ହ୍ବାଟ୍ସଆପ୍ ଏବଂ ଟେଲିଗ୍ରାମ ଗ୍ରୁପରେ ଶେୟାର କରିବା ବେଆଇନ। ଇଣ୍ଡିଆନ ନ୍ୟୁଜପେପର୍ସ ସୋସାଇଟି(ଆଇଏନଏସ) ପକ୍ଷରୁ ଏହି କାର୍ଯ୍ୟକୁ ବେଆଇନ ଦର୍ଶାଯିବା ସହିତ ଏଭଳି କ୍ଷେତ୍ରରେ ହ୍ବାଟ୍ସଆପ କିମ୍ବା ଟେଲିଗ୍ରାମ ଗ୍ରୁପର ଆଡମିନିଷ୍ଟେଟରଙ୍କୁ ଦାୟୀ କରାଯିବ ବୋଲି କୁହାଯାଇଛି।