କୋରୋନାରେ ତୃଣମୂଳ କଂଗ୍ରେସ ବିଧାୟକ ସମରେଶ ଦାସଙ୍କ ମୃତ୍ୟୁ

12

Get real time updates directly on you device, subscribe now.

କଲକତା (ଏଜେନ୍ସି ): ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ବିଧାୟକ ସମରେଶ ଦାସଙ୍କ କୋରୋନାରେ ମୃତ୍ୟୁ ଘଟିଛି । ସେ କଲକାତାର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ଇଗ୍ରା ବିଧାନସଭା ନିର୍ବାଚନମଣ୍ଡଳୀରୁ ସାମରେଶ ଦାସ ଲଗାତାର ୫ ଥର ଜିତିଥିଲେ । ପ୍ରଥମେ ସେ ଜଣେ ବାମପନ୍ଥୀ ବିଧାୟକ ଥିଲେ। ପରେ ତୃଣମୂଳ ସ୍ତରରେ ଯୋଗ ଦେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More