କୋଭିଡ୍‍-୧୯ ପ୍ରତିଷେଧକ କୋଭାକ୍‍ସିନ୍‍ର ମାନବ ଶରୀରରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ

12

Get real time updates directly on you device, subscribe now.

ନାଗପୁର ( ଏଜେନ୍ସି ) : ଦେଶୀୟ ଜ୍ଞାନକୌଶଳରେ ପ୍ରସ୍ତୁତ କୋଭିଡ୍‍-୧୯ ପ୍ରତିଷେଧକ କୋଭାକ୍‍ସିନ୍‍ର ମାନବ ଶରୀରରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ମଙ୍ଗଳବାର ନାଗପୁରଠାରେ ଆରମ୍ଭ ହୋଇଛି। ହାଇଦ୍ରାବାଦ୍‍ ଭିତ୍ତିକ ଭାରତ ବାୟୋଟେକ୍‍ କୋଭିଡ୍‍-୧୯ପାଇଁ ଏହି ପ୍ରତିଷେଧକ ପ୍ରସ୍ତୁତ କରିଛି। ନାଗପୁରର ଗିଲୁରକର ହସ୍ପିଟାଲରେ ଏହି ପ୍ରତିଷେଧକର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More