କେରଳ ରାଜ୍ୟ ଶିକ୍ଷା ବୋର୍ଡ ପରୀକ୍ଷା ଆଜିଠାରୁ ଆରମ୍ଭ

15

Get real time updates directly on you device, subscribe now.

କେରଳ ( ଏଜେନ୍ସି ) : କେରଳ ରାଜ୍ୟ ଶିକ୍ଷା ବୋର୍ଡ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। କୋଭିଡ ନାଇଣ୍ଟିନ୍‍ ସଂକ୍ରମଣ ଯୋଗୁଁ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ଆଜି ସକାଳୁ ବୃତ୍ତିଗତ ଉଚ୍ଚମାଧ୍ୟମିକ ପରୀକ୍ଷାର ପ୍ରଥମ ସିଟିଙ୍ଗ ଆରମ୍ଭ ହୋଇଛି। ଆଜି ଅପରାହ୍ନରେ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଥିବାର ଜଣାପଡ଼ିଛି। ଦଶମ ଶ୍ରେଣୀ, ପ୍ଲସ୍‍ ୱାନ୍‍ ଓ ପ୍ଲସ୍‍ ଟୁ ପରୀକ୍ଷାରେ ୯ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ରାଜ୍ୟ ପରୀକ୍ଷା ବୋର୍ଡରେ ପରୀକ୍ଷା ଦେଉଛନ୍ତି। ଏହି ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More