କେନ୍ଦ୍ର ସ୍ଵାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲ କରୋନା ପୀଡ଼ିତ

29

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଦେଶବାସୀଙ୍କୁ ଦୈନିକ ଦେଶରେ କରୋନା ସଂକ୍ରମଣ ସଂକ୍ରାନ୍ତରେ ସୂଚନା ଦେଉଥିବା କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲ ନିଜେ କରୋନା ପୀଡ଼ିତ ହୋଇଛନ୍ତି । ଶୁକ୍ରବାର ତାଙ୍କର ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି । ଟ୍ବିଟ୍ କରି ନିଜେ ଶ୍ରୀ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More