ନୂଆଦିଲ୍ଲୀ ( ଏଜେନ୍ସି ) : କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ମହାମାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। କେନ୍ଦ୍ର ମନ୍ତ୍ରୀ ତାଙ୍କ ଟ୍ୱିଟର ଏହି ବିଷୟରେ ସୂଚନା ଦେଇଛନ୍ତି।
Get real time updates directly on you device, subscribe now.

Recover your password.
A password will be e-mailed to you.