କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କରୋନା ପରୀକ୍ଷା….

12

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କରୋନା ପରୀକ୍ଷା ରିପୋର୍ଟ ଆସିଛି । ଦିଲ୍ଲୀ ଏମ୍ସରେ ହୋଇଥିବା ଏହି ପରୀକ୍ଷାରେ ତାଙ୍କର ସ୍ବାବ ନେଗେଟିଭ୍ ଆସିଛି । ଗତ ସପ୍ତାହରେ କରୋନା ପୀଡ଼ିତ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସଂସ୍ପର୍ଶରେ ଆସିବା ପରେ ମନ୍ତ୍ରୀ ନିଜକୁ କ୍ଵାରେଣ୍ଟାଇନରେ ରହିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More