କେନ୍ଦ୍ରୀୟ ସାମଗ୍ରୀ ଓ ସେବା କର ସଂଶୋଧନ ବିଲ୍‌‌-୨୦୨୩କୁ ସମ୍ମତି ପ୍ରଦାନ କଲେ ରାଷ୍ଟ୍ରପତି

17

Get real time updates directly on you device, subscribe now.

ନୂଆଦିଲ୍ଲୀ(ଏଜେନ୍ସି) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେନ୍ଦ୍ରୀୟ ସାମଗ୍ରୀ ଓ ସେବା କର ସଂଶୋଧନ ବିଲ୍‌‌-୨୦୨୩ ଓ ସମନ୍ୱିତ ସାମଗ୍ରୀ ଓ ସେବା କର ସଂଶୋଧନ ବିଲ୍‌‌- ୨୦୨୩କୁ ସମ୍ମତି ପ୍ରଦାନ କରିଛନ୍ତି । ଏହି ୨ଟି ଯାକ ବିଲ୍‌‌ ଅଳ୍ପଦିନ ପୂର୍ବେ ପାର୍ଲାମେଣ୍ଟରେ ଗୃହୀତ ହୋଇଥିଲା । ୨୦୧୭ର କେନ୍ଦ୍ରୀୟ ସାମଗ୍ରୀ ଓ ସେବା କର ଆଇନ ସ୍ଥାନରେ କେନ୍ଦ୍ରୀୟ ସାମଗ୍ରୀ ଓ ସେବା କର ବିଲ୍‌‌- ୨୦୨୩’ ଲାଗୁ ହେବ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More