କୁମ୍ବିଂ ଅପରେସନ ବେଳେ ୨ଟି ଟିଫିନ ବୋମା ଠାବ

22

Get real time updates directly on you device, subscribe now.

କୋଟଗଡ଼ (ଏଜେନ୍ସି) : – ବଡ଼ ବିପଦ ଟଳିଲା । ଅଳ୍ପକେ ବର୍ତ୍ତିଲେ ଯବାନ । କୁମ୍ବିଂ ଅପରେସନ ବେଳେ ୨ଟି ଟିଫିନ ବୋମା ଠାବ । କୋଟଗଡ଼ ଲାସେରି ସଂରକ୍ଷିତ ଜଙ୍ଗଲରୁ ଟିଫିନ ବୋମା ଉଦ୍ଧାର । ସିଆରପିଏଫ ଏବଂ ଏସଓଜି ଯବାନ କରୁଥିଲେ କୁମ୍ବିଂ ଅପରେସନ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More