କାରୋନା ସଂକ୍ରମଣରେ ଭାରତ ବିଶ୍ଵରେ ତୃତୀୟ

13

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଭାରତରେ କ୍ରମାଗତ ଭାବେ ବଢିଚାଲିଛି। ୱାଲଡୋମିଟର ତଥ୍ୟ ଅନୁଯାୟୀ, ସଂକ୍ରମଣ କ୍ଷେତ୍ରରେ ଭାରତ କିଛିଦିନ ଚତୁର୍ଥ ସ୍ଥାନରେ ରହିବା ପରେ ରବିବାର ତୃତୀୟ ସ୍ଥାନକୁ ଉଠିଛି। ଅର୍ଥାତ୍‌ କରୋନା ସଂକ୍ରମଣରେ ବିଶ୍ବରେ ଭାରତ ଆଜି ତୃତୀୟ ସ୍ଥାନରେ ପହଞ୍ଚିଛି। ଭାରତରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୱାଲଡୋ ମିଟର ତଥ୍ୟ ଅନୁଯାୟୀ, ୬,୯୫, ୩୯୬ରେ ପହଞ୍ଚିଛି। ଭାରତ ଉପରେ ଅର୍ଥାତ୍ ଦ୍ବିତୀୟ ସ୍ଥାନରେ ବ୍ରାଜିଲ୍‌ (୧୫,୭୮,୩୭୬) ଓ ପ୍ରଥମ ସ୍ଥାନରେ ଆମେରିକା (୨୯,୫୫,୨୮୨) ରହିଛି। 

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More