କାରୋନା ଆତଙ୍କ : ମହାରାଷ୍ଟ୍ରରେ ଗୋଟିଏ ଦିନରେ ୩୭୫୨ଜଣ ଆକ୍ରାନ୍ତ , ୧୦୦ ମୃତ

14

Get real time updates directly on you device, subscribe now.

ମୁମ୍ବଇ ( ଏଜେନ୍ସି ) : ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ମହାରାଷ୍ଟ୍ରରେ ୩୭୫୨ ନୂତନ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି । ୫୧୮ଜଣ ଆରୋଗ୍ୟ ଲାଭ କରିଥିବାବେଳେ ୬୭ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ ସକ୍ରିୟ କରୋନା ମାମଲା ୬୨,୭୯୯ରେ ପହଞ୍ଚିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More